निशीथे सूतपुत्रेण शरवर्षेण पीडिता: । एते द्रवन्ति पञ्चाला: सिंहेनेवार्दिता मृगा:
niśīthe sūtaputreṇa śaravarṣeṇa pīḍitāḥ | ete dravanti pañcālāḥ siṁhen evārdītā mṛgāḥ ||
ନିଶୀଥରେ ସୂତପୁତ୍ରଙ୍କ ଶରବର୍ଷାରେ ପୀଡିତ ହୋଇ ଏହି ପାଞ୍ଚାଳମାନେ ପଳାଉଛନ୍ତି—ଯେପରି ସିଂହ ତାଡ଼ିଲେ ମୃଗମାନେ ପଳାନ୍ତି।
श्रीवायुदेव उवाच