कल्मषापहर-कीर्तनम् / Kīrtana for the Removal of Impurity
अर्घ्यहिन् न च सत्कारैरर्चयन्ति यथाविधि । अर्घ्यमाचमनीयं वा न यच्छन्त्यल्पबुद्धय:
ଏତିକି ନୁହେଁ; ଅର୍ଘ୍ୟ ଦେବାଯୋଗ୍ୟ ମାନ୍ୟ ବ୍ୟକ୍ତିଙ୍କୁ ସେମାନେ ବିଭିନ୍ନ ସତ୍କାର ଦ୍ୱାରା ବିଧିପୂର୍ବକ ପୂଜା କରନ୍ତି ନାହିଁ; ଏବଂ ସେଇ ମୂଢ଼ମାନେ ତାଙ୍କୁ ଅର୍ଘ୍ୟ କିମ୍ବା ଆଚମନୀୟ ମଧ୍ୟ ଦିଅନ୍ତି ନାହିଁ।
श्रीमहेश्वर उवाच