सगरदिग्विजयः
Sagara’s World-Conquest / Digvijaya
कुशलं ननु ते राज्ये बाह्येष्वाभ्यन्तरेषु च / अपिधर्मेण सकलाः प्रजास्त्वं परिरक्षसि
kuśalaṃ nanu te rājye bāhyeṣvābhyantareṣu ca / apidharmeṇa sakalāḥ prajāstvaṃ parirakṣasi
ତୁମ ରାଜ୍ୟରେ ବାହାରେ ଓ ଭିତରେ ସବୁ କୁଶଳ ତୋ? ଏବଂ ଧର୍ମାନୁସାରେ ସମସ୍ତ ପ୍ରଜାଙ୍କୁ ତୁମେ ରକ୍ଷା କରୁଛ କି?