यक्ष उवाच धन्यानामुत्तमं किंस्विद् धनानां स्यात् किमुत्तमम् | लाभानामुत्तमं कि स्यात् सुखानां स्यात् किमुत्तमम्
ଯକ୍ଷ କହିଲେ—ଧନ୍ୟ (ପ୍ରଶଂସନୀୟ) ପୁରୁଷମାନଙ୍କ ମଧ୍ୟରେ ଉତ୍ତମ କ’ଣ? ଧନମାନଙ୍କ ମଧ୍ୟରେ ଉତ୍ତମ ଧନ କ’ଣ? ଲାଭମାନଙ୍କ ମଧ୍ୟରେ ପ୍ରଧାନ ଲାଭ କ’ଣ? ଏବଂ ସୁଖମାନଙ୍କ ମଧ୍ୟରେ ଉତ୍ତମ ସୁଖ କ’ଣ?
यक्ष उवाच