युधिषछ्िर उवाच यदा धर्मश्न भार्या च परस्परवशानुगौ । तदा धर्मार्थकामानां त्रयाणामपि संगम:
ଯୁଧିଷ୍ଠିର କହିଲେ—ଯେତେବେଳେ ଧର୍ମ ଓ ଭାର୍ଯ୍ୟା—ଏ ଦୁହେଁ ପରସ୍ପର ଅବିରୋଧୀ ହୋଇ ମନୁଷ୍ୟର ବଶରେ ରହନ୍ତି, ସେତେବେଳେ ଧର୍ମ-ଅର୍ଥ-କାମ—ଏ ତିନୋଟିର ମଧ୍ୟ ସଙ୍ଗମ ହୁଏ।
युधिषछ्िर उवाच