अम्बा-शाल्वसंवादः | Amba’s Appeal to Śālva and His Refusal
अपश्यं ता महाबाहो तिस््र: कन्या: स्वलंकृता: । राज्ञश्नेव समाहूतान् पार्थिवान् पृथिवीपते
ହେ ମହାବାହୋ! ସେଠାକୁ ପହଞ୍ଚି ବସ୍ତ୍ରାଭୂଷଣରେ ସୁଶୋଭିତ ସେଇ ତିନି କନ୍ୟାଙ୍କୁ ମୁଁ ଦେଖିଲି; ଏବଂ ହେ ପୃଥିବୀପତେ! ଆମନ୍ତ୍ରିତ ହୋଇ ଆସିଥିବା ସମସ୍ତ ରାଜାମାନଙ୍କୁ ମଧ୍ୟ ଦେଖିଲି।
भीष्म उवाच