चन्द्रोदयनिभं रम्यं विमानमधिरोहति । चन्द्ररश्मिप्रतीकाशैह्यैर्युक्ते मनोजवै:
ସେ ଚନ୍ଦ୍ରୋଦୟ ସଦୃଶ ରମ୍ୟ ବିମାନରେ ଆରୋହଣ କରେ; ମନୋଜବ ଏବଂ ଚନ୍ଦ୍ରକିରଣ ସଦୃଶ ବର୍ଣ୍ଣର ଶ୍ୱେତ ଅଶ୍ୱମାନେ ତାହାରେ ଯୁକ୍ତ ଥାନ୍ତି।
वैशम्पायन उवाच