नाग उवाच अहो कल्याणवृत्तस्त्वं साधु: सज्जनवत्सल: । अवाच्यस्त्व॑ महाभाग परं स्नेहेन पश्यसि
ନାଗ କହିଲା—ମହାଭାଗ! ତୁମ ଆଚରଣ ଅତ୍ୟନ୍ତ କଲ୍ୟାଣମୟ। ତୁମେ ସାଧୁ ଏବଂ ସଜ୍ଜନମାନଙ୍କ ପ୍ରତି ସ୍ନେହଶୀଳ। କୌଣସି ଦୃଷ୍ଟିରୁ ତୁମେ ନିନ୍ଦନୀୟ ନୁହଁ; କାରଣ ତୁମେ ଅନ୍ୟମାନଙ୍କୁ ପ୍ରେମଦୃଷ୍ଟିରେ ଦେଖ।
नाग उवाच