Dharma-Pramāṇa-Vicāra: The Elusiveness of Dharma and the Limits of Rule-Lists
प्रतिरूप॑ यथैवाप्सु ताप: सूर्यस्य लक्ष्यते सत्त्ववत्सु तथा सत्त्वं प्रतिरूपं स पश्यति
ଯେପରି ଭିନ୍ନ ଭିନ୍ନ ଜଳାଶୟର ଜଳରେ ସୂର୍ଯ୍ୟର ପ୍ରତିବିମ୍ବ ପୃଥକ୍ ପୃଥକ୍ ଦୃଶ୍ୟମାନ ହୁଏ, ସେପରି ଯୋଗୀ ପୁରୁଷ ସତ୍ତ୍ୱଯୁକ୍ତ ଦେହମାନଙ୍କ ଭିତରେ ଥିବା ଜୀବସତ୍ତାର ପ୍ରତିରୂପକୁ ପୃଥକ୍ ପୃଥକ୍ ଦେଖେ॥
व्यास उवाच