Durgātitaraṇa—Conduct for Crossing Difficulties (दुर्गातितरणम्)
स्थित: प्रियहिते जिष्णो: स एष पुरुषोत्तम: । राजंस्तव च दुर्धर्षो वैकुण्ठ: पुरुषर्षभ
ପୁରୁଷଶ୍ରେଷ୍ଠ! ଏହି ଦୁର୍ଧର୍ଷ ବୀର ପୁରୁଷୋତ୍ତମ ଶ୍ରୀକୃଷ୍ଣ ସାକ୍ଷାତ୍ ବୈକୁଣ୍ଠଧାମନିବାସୀ ବିଷ୍ଣୁ; ରାଜନ, ସେ ଏବେ ତୁମ ଓ ଜିଷ୍ଣୁ (ଅର୍ଜୁନ)ଙ୍କ ପ୍ରିୟ ଏବଂ ହିତସାଧନରେ ନିୟୁକ୍ତ।
भीष्म उवाच