मुहूर्तादिव राजेन्द्र च्छादयामास सायकै: । सौबलस्य बल संख्ये त्यक्त्वा55त्मानं महाबल:
ସଞ୍ଜୟ କହିଲେ— ରାଜେନ୍ଦ୍ର! ମହାବଳୀ ଭୀମ ମୁହୂର୍ତ୍ତମାତ୍ରେ ବାଣଦ୍ୱାରା ରଣରେ ସୌବଳର ବଳକୁ ଆବୃତ କରିଦେଲେ; ସେ ନିଜ ପ୍ରାଣମୋହ ତ୍ୟାଗ କରିଥିଲେ।
संजय उवाच