मा विघ्नं॑ मा च मे पापं मा च मे परिपन्थिन: । ध्रुवो जयो मे नित्य: स्यात् परत्र च शुभा गति:
ଏମାନଙ୍କ ସ୍ମରଣରେ ମୋ ଉପରେ କୌଣସି ବିଘ୍ନର ଆକ୍ରମଣ ନ ହେଉ, ମୋ ଦ୍ୱାରା ପାପ ନ ଘଟୁ, ଏବଂ ଚୋର-ଡକାତଙ୍କ ଜୋର ମୋ ଉପରେ ନ ଚାଲୁ। ଏହି ଲୋକରେ ମୋତେ ସଦା ସ୍ଥିର ବିଜୟ ମିଳୁ ଏବଂ ପରଲୋକରେ ମଧ୍ୟ ଶୁଭ ଗତି ମିଳୁ।
भीष्म उवाच