प्रत्यक्ष कारणं दृष्टवा हैतुका: प्राज्ञमानिन: । नास्तीत्येवं व्यवस्यन्ति सत्यं संशयमेव च
ପ୍ରତ୍ୟକ୍ଷ କାରଣକୁ ଦେଖି, ନିଜକୁ ପ୍ରାଜ୍ଞ ଭାବୁଥିବା ହେତୁବାଦୀ ତାର୍କିକମାନେ ପରୋକ୍ଷ ବସ୍ତୁର ଅଭାବ ମାନନ୍ତି; ଏବଂ ଯାହା ସତ୍ୟ, ତାହାର ଅସ୍ତିତ୍ୱରେ ମଧ୍ୟ ସନ୍ଦେହ କରନ୍ତି।
भीष्म उवाच