इमां गाथां गायमानश्चत्वरेषु सभासु च । दुर्वाससं वासयेत् को ब्राह्मुणं सत्कृतं गृहे
ସେ ବ୍ରାହ୍ମଣ-ଦେବତା ଏଠାକୁ ଆସିଥିବାବେଳେ, ଧର୍ମଶାଳା ଓ ଚତ୍ୱରମାନଙ୍କରେ ଏହି ଗାଥା ଗାଇ ଗାଇ ଘୁରୁଥିଲେ—“ମୋତେ, ଦୁର୍ବାସା ବ୍ରାହ୍ମଣକୁ, କିଏ ନିଜ ଘରେ ସତ୍କାରପୂର୍ବକ ରଖିବ?”
वायुदेव उवाच