घोरे तमस्ययुध्यन्त सहिता देवदानवा: । अविध्यत शरैस्तत्र स्वर्भानु: सोमभास्करौ
ପ୍ରାଚୀନ କାଳରେ ଏକଥର ଦେବ ଓ ଦାନବମାନେ ଘୋର ଅନ୍ଧକାରରେ ପରସ୍ପର ଯୁଦ୍ଧ କରୁଥିଲେ। ସେଠାରେ ସ୍ୱର୍ଭାନୁ (ରାହୁ) ନିଜ ବାଣଦ୍ୱାରା ସୋମ (ଚନ୍ଦ୍ର) ଓ ଭାସ୍କର (ସୂର୍ଯ୍ୟ) କୁ ଆହତ କଲା।
भीष्म उवाच