भीष्म उवाच इत्युक्त: स तदा तूष्णीमभूद् वायुस्ततो<ब्रवीत् । शृणु राजन् वसिष्ठस्य मुख्यं कर्म यशस्विन:
ଭୀଷ୍ମ କହିଲେ— ଏପରି କହିଲା ପରେ ସେ ସେତେବେଳେ ନିରବ ରହିଲା। ତାପରେ ବାୟୁଦେବ କହିଲେ— “ହେ ରାଜନ୍! ଏବେ ଯଶସ୍ବୀ ବସିଷ୍ଠ ମୁନିଙ୍କର ଶ୍ରେଷ୍ଠ କର୍ମ ଶୁଣ।”
भीष्म उवाच