धर्मकामा: स्थिता धर्मे सुकृतैर्धर्मसेतव: । यान् समाश्रित्य जीवन्ति प्रजा: सर्वाश्चितुर्विधा: ७ ।।
ସେମାନେ ଧର୍ମକୁ ହିଁ ଆକାଂକ୍ଷା କରନ୍ତି, ପୁଣ୍ୟକର୍ମଦ୍ୱାରା ଧର୍ମରେ ଅବସ୍ଥିତ ରହନ୍ତି, ଏବଂ ଧର୍ମର ସେତୁ ସ୍ୱରୂପ। ସେମାନଙ୍କ ଆଶ୍ରୟରେ ଚାରି ପ୍ରକାରର ସମସ୍ତ ପ୍ରଜା ଜୀବନ ଧାରଣ କରେ।
भीष्म उवाच