एते वै पान्ति वर्षन्ति भान्ति वान्ति सृजन्ति च । एते विनायका: श्रेष्ठा दक्षा: शान्ता जितेन्द्रिया:
ଏମାନେ ହିଁ ଜଗତକୁ ରକ୍ଷା କରନ୍ତି, ବର୍ଷା ବର୍ଷାନ୍ତି, ପ୍ରକାଶ ଦିଅନ୍ତି, ପବନ ପ୍ରବାହିତ କରନ୍ତି ଏବଂ ପ୍ରଜାର ସୃଷ୍ଟି ମଧ୍ୟ କରନ୍ତି। ଏମାନେ ହିଁ ବିଘ୍ନମାନଙ୍କର ଅଧିପତି ବିନାୟକ—ଶ୍ରେଷ୍ଠ, ଦକ୍ଷ, ଶାନ୍ତ ଓ ଜିତେନ୍ଦ୍ରିୟ।
भीष्म उवाच