कल्मषापहर-कीर्तनम् / Kīrtana for the Removal of Impurity
उमोवाच अपरे स्वल्पविज्ञाना धर्मविद्वेषिणो नरा: । ब्राह्मणान् वेदविदुषो नेच्छन्ति परिसर्पितुम्
ଉମା କହିଲେ—ଭଗବନ୍! ଅନ୍ୟ କେତେକ ମନୁଷ୍ୟ ଅଳ୍ପବୁଦ୍ଧି ହେତୁ ଧର୍ମକୁ ଦ୍ୱେଷ କରନ୍ତି। ସେମାନେ ବେଦବିଦ୍ ବ୍ରାହ୍ମଣମାନଙ୍କ ନିକଟକୁ ଯିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ।
श्रीमहेश्वर उवाच