युष्माकं पैतृकं राज्यं भुज्यते तापसात्मजै: । इन्द्रेण भेदितास्ते तु युद्धेउन्योन्यमपातयन्
“ତୁମମାନଙ୍କର ପୈତୃକ ରାଜ୍ୟକୁ ତାପସଙ୍କ ପୁଅମାନେ ଆସି ଭୋଗ କରୁଛନ୍ତି।” ଇନ୍ଦ୍ର ଫୁଟ ପକାଇଦେବାରୁ ସେମାନେ ପରସ୍ପର ଯୁଦ୍ଧ କରି ଏକେ ଅନ୍ୟକୁ ପତନ କରାଇ ନିହତ କଲେ।
भीष्म उवाच