चतुर्वेदमहाचक्रः पुरुषार्थमहाहयः / तत्त्वैरु पचरद्भिश्च चामरैरभिमण्डितः
caturvedamahācakraḥ puruṣārthamahāhayaḥ / tattvairu pacaradbhiśca cāmarairabhimaṇḍitaḥ
ତାହାର ମହାଚକ୍ର ଚତୁର୍ବେଦ, ମହାହୟ ପୁରୁଷାର୍ଥ। ତତ୍ତ୍ୱରୂପ ପରିଚାରକ ଓ ଚାମରଦ୍ୱାରା ସୁଶୋଭିତ॥