वामभागे दण्डनाथाभवनं रत्ननिर्मितम् / ब्रह्मविष्णुमहेशानामर्ध्यस्थानम्य पूर्वतः
vāmabhāge daṇḍanāthābhavanaṃ ratnanirmitam / brahmaviṣṇumaheśānāmardhyasthānamya pūrvataḥ
ବାମଭାଗରେ ରତ୍ନନିର୍ମିତ ଦଣ୍ଡନାଥଙ୍କ ଭବନ ଥିଲା; ଏବଂ ପୂର୍ବଦିଗରେ ବ୍ରହ୍ମା-ବିଷ୍ଣୁ-ମହେଶଙ୍କ ଅର୍ଘ୍ୟସ୍ଥାନ ଥିଲା।