मदनकामेश्वरप्रादुर्भावः
Manifestation of Madana-Kāmeśvara
चिदानन्दात्मकं तस्मात्प्रकृतिः समजायत / त्वमेवासीच्च तद्ब्रह्म प्रकृतिः सा त्वमेव हि
cidānandātmakaṃ tasmātprakṛtiḥ samajāyata / tvamevāsīcca tadbrahma prakṛtiḥ sā tvameva hi
ଚିଦାନନ୍ଦସ୍ୱରୂପ ସେଇ ତତ୍ତ୍ୱରୁ ପ୍ରକୃତି ଉତ୍ପନ୍ନ ହେଲା। ସେଇ ବ୍ରହ୍ମ ତୁମେ ଥିଲ; ଏବଂ ସେଇ ପ୍ରକୃତି ମଧ୍ୟ ନିଶ୍ଚୟ ତୁମେଇ।