मदनकामेश्वरप्रादुर्भावः
Manifestation of Madana-Kāmeśvara
तथेति तत्प्रतिश्रुत्य सर्वेर्देवैः पितामहः / उवाच च महादेवीं धर्मार्थसहितं वचः
tatheti tatpratiśrutya sarverdevaiḥ pitāmahaḥ / uvāca ca mahādevīṃ dharmārthasahitaṃ vacaḥ
‘ତଥେତି’ ବୋଲି ସମସ୍ତ ଦେବମାନଙ୍କ ପ୍ରତିଶ୍ରୁତି ଶୁଣି ପିତାମହ ବ୍ରହ୍ମା ମହାଦେବୀଙ୍କୁ ଧର୍ମ ଓ ଅର୍ଥ ସହିତ ଯୁକ୍ତ ବଚନ କହିଲେ।