मदनकामेश्वरप्रादुर्भावः
Manifestation of Madana-Kāmeśvara
इति विज्ञापिता देवी ब्रह्मणा सकलैः सुरैः / स्रजमुद्यम्य हस्तेन चक्षेप गगनान्तरे
iti vijñāpitā devī brahmaṇā sakalaiḥ suraiḥ / srajamudyamya hastena cakṣepa gaganāntare
ଏପରି ବ୍ରହ୍ମା ଓ ସମସ୍ତ ଦେବମାନଙ୍କ ନିବେଦନରେ ଦେବୀ ହସ୍ତେ ମାଳା ଉଠାଇ ଗଗନମଧ୍ୟରେ ଛାଡ଼ିଦେଲେ।