Bhaṇḍāsuraprādurbhāva
Rise and Consecration of Bhaṇḍāsura
कदाचिदथ देवेन्द्रं वीक्ष्य सिंहासने स्थितम् / सर्वदेवैः परिवृतं नारदो मुनिराययौ
kadācidatha devendraṃ vīkṣya siṃhāsane sthitam / sarvadevaiḥ parivṛtaṃ nārado munirāyayau
ଏକଦା ନାରଦ ମୁନି ସିଂହାସନରେ ଅସୀନ ଏବଂ ସମସ୍ତ ଦେବମାନଙ୍କ ଦ୍ୱାରା ପରିବୃତ ଦେବେନ୍ଦ୍ରଙ୍କୁ ଦେଖି ସେଠାକୁ ଆସିଲେ।