Lokakalpanā / The Ordering of the Worlds
Cosmogony and Earth’s Retrieval
ओङ्काराषृतनुं त्वन्यां कल्पादिषु यथा पुरा / ततो महात्मा मनसा दिव्यरूपम चिन्तयत्
oṅkārāṣṛtanuṃ tvanyāṃ kalpādiṣu yathā purā / tato mahātmā manasā divyarūpama cintayat
ପୂର୍ବେ କଳ୍ପାଦିରେ ଯେପରି ଓଂକାରାଶ୍ରିତ ଅନ୍ୟ ତନୁ ଧାରଣ କରିଥିଲେ, ସେପରି ତେବେ ସେ ମହାତ୍ମା ମନେ ଦିବ୍ୟ ରୂପକୁ ଚିନ୍ତନ କଲେ।