Lokakalpanā / The Ordering of the Worlds
Cosmogony and Earth’s Retrieval
स्थानाभिमानिनो देवाः पुनर्ब्रह्मानुशासनम् / अभूतसृष्ट्यवस्था चे स्थानिनस्तान्निबोध मे
sthānābhimānino devāḥ punarbrahmānuśāsanam / abhūtasṛṣṭyavasthā ce sthāninastānnibodha me
ନିଜ ନିଜ ସ୍ଥାନର ଅଭିମାନୀ ଦେବମାନେ ପୁନର୍ବାର ବ୍ରହ୍ମାଙ୍କ ଅନୁଶାସନ ଗ୍ରହଣ କଲେ; ସୃଷ୍ଟିର ଆଦି ଅବସ୍ଥାରେ ସ୍ଥିତ ସେ ସ୍ଥାନୀ ଦେବମାନଙ୍କୁ ମୋ ପାଖରୁ ଜାଣ।