Lokakalpanā / The Ordering of the Worlds
Cosmogony and Earth’s Retrieval
सत्यादेकार्णवे तस्मिन् वायुना यत्तु संहिताः / निषिक्ता यत्रयत्रासंस्तत्रतत्राचलो ऽभवत्
satyādekārṇave tasmin vāyunā yattu saṃhitāḥ / niṣiktā yatrayatrāsaṃstatratatrācalo 'bhavat
‘ସତ୍ୟ’ ନାମକ ସେଇ ଏକାର୍ଣ୍ଣବରେ ବାୟୁଦ୍ୱାରା ସଂହିତ ଯାହା ଥିଲା, ଯେଉଁଯେଉଁ ସ୍ଥାନରେ ନିଷିକ୍ତ ହେଲା, ସେଠାସେଠା ଅଚଳ—ପର୍ବତ ହୋଇଗଲା।