तमतिक्रान्तमर्यादमवदानसुसंवृतम् / ऊचुर्महर्षयः सर्वे मरीचिप्रमुखास्तदा
tamatikrāntamaryādamavadānasusaṃvṛtam / ūcurmaharṣayaḥ sarve marīcipramukhāstadā
ତେବେ ମରୀଚିପ୍ରମୁଖ ସମସ୍ତ ମହର୍ଷି ମର୍ଯ୍ୟାଦା ଅତିକ୍ରମ କରି ପାପେ ଆବୃତ ତାହାକୁ ଦେଖି କହିଲେ।