अस्तं याति पुन सूर्ये अहर्वै प्रविशत्यपः / तस्मान्नक्तं पुनः शुक्ला आपो ऽदृश्यन्त भास्वराः
astaṃ yāti puna sūrye aharvai praviśatyapaḥ / tasmānnaktaṃ punaḥ śuklā āpo 'dṛśyanta bhāsvarāḥ
ସୂର୍ଯ୍ୟ ପୁନଃ ଅସ୍ତ ହେଲେ ଦିନ ଜଳରେ ପ୍ରବେଶ କରେ। ତେଣୁ ରାତିରେ ପୁନଃ ଶୁଭ୍ର ଓ ଭାସ୍ୱର ଜଳ ଦିଶେ।