Pṛthivyāyāma-vistara (Extent and Divisions of the Earth) / पृथिव्यायामविस्तरः
उत्तरं यत्ममुद्रस्य हिमवद्दक्षिणं च यत् / वर्षं तद्भारतं नाम यत्रेयं भारती प्रजा
uttaraṃ yatmamudrasya himavaddakṣiṇaṃ ca yat / varṣaṃ tadbhārataṃ nāma yatreyaṃ bhāratī prajā
ସମୁଦ୍ରର ଉତ୍ତରେ ଏବଂ ହିମବତର ଦକ୍ଷିଣେ ଯେ ଦେଶ, ସେହି ଦେଶ ‘ଭାରତବର୍ଷ’ ନାମରେ ପ୍ରସିଦ୍ଧ, ଯେଉଁଠି ଏହି ଭାରତୀ ପ୍ରଜା ବସେ।