Bhārgavaṃ prati Varuṇāgamanaṃ
Varuṇa’s Approach to Bhārgava/Paraśurāma
एवं प्रभावो रामो ऽसौ सगरश्च महीपतिः / यस्य पुत्रैरयं खण्डो भारतो ऽब्धौ निपतितः
evaṃ prabhāvo rāmo 'sau sagaraśca mahīpatiḥ / yasya putrairayaṃ khaṇḍo bhārato 'bdhau nipatitaḥ
ଏପରି ପ୍ରଭାବଶାଳୀ ଥିଲେ ସେଇ ରାମ ଓ ମହୀପତି ସଗର; ଯାହାଙ୍କ ପୁତ୍ରମାନଙ୍କ ଦ୍ୱାରା ଏହି ଭାରତଖଣ୍ଡ ସମୁଦ୍ରେ ପତିତ ହେଲା।