Bhārgavaṃ prati Varuṇāgamanaṃ
Varuṇa’s Approach to Bhārgava/Paraśurāma
गोकर्णनिलयाः पूर्वमिमेमां मुनिपुङ्गवाः / समायाता महेन्द्राद्रौ निवसंतं सरित्पते
gokarṇanilayāḥ pūrvamimemāṃ munipuṅgavāḥ / samāyātā mahendrādrau nivasaṃtaṃ saritpate
“ହେ ସରିତ୍ପତେ! ପୂର୍ବେ ଗୋକର୍ଣ୍ଣରେ ନିବାସ କରୁଥିବା ଏହି ମୁନିପୁଙ୍ଗବମାନେ, ମହେନ୍ଦ୍ର ପର୍ବତରେ ବସୁଥିବା ତୁମ ପାଖକୁ ଆସିଥିଲେ।”