Bhārgavaṃ prati Varuṇāgamanaṃ
Varuṇa’s Approach to Bhārgava/Paraśurāma
प्रसन्नचेतसं रामं गतरोषमथात्मनि / अन्तर्हिते सरिन्नाथे रामः सुवमुदङ्मुखः
prasannacetasaṃ rāmaṃ gataroṣamathātmani / antarhite sarinnāthe rāmaḥ suvamudaṅmukhaḥ
ନଦୀନାଥ (ସମୁଦ୍ର) ଅନ୍ତର୍ହିତ ହେବା ପରେ, ମନରୁ କ୍ରୋଧ ଶାନ୍ତ କରି ପ୍ରସନ୍ନଚିତ୍ତ ରାମ ଉତ୍ତରମୁଖ ହୋଇ ସ୍ରୁବ ଧରି ରହିଲେ।