सगरदिग्विजयः
Sagara’s World-Conquest / Digvijaya
बभूव नृपशार्दूले तस्मिन् राज्यानि शासति
babhūva nṛpaśārdūle tasmin rājyāni śāsati
ସେ ନୃପଶାର୍ଦୂଳ ରାଜ୍ୟ ଶାସନ କରୁଥିବାବେଳେ ଏପରି ଶୁଭ ସମୃଦ୍ଧି ରହିଲା।