Jāmadagnya-Rāmasya Tapaścaraṇam
The Austerities of Rama Jamadagnya
मांसेन यावता मे स्यान्नित्यं पित्रादि पोषणम् / हनिष्ये चेत्तदधिकं तर्हि युज्येयमेनसा
māṃsena yāvatā me syānnityaṃ pitrādi poṣaṇam / haniṣye cettadadhikaṃ tarhi yujyeyamenasā
ପିତାମାତା ଆଦିଙ୍କ ନିତ୍ୟ ପୋଷଣ ପାଇଁ ଯେତିକି ମାଂସ ଆବଶ୍ୟକ, ଯଦି ମୁଁ ତା’ଠାରୁ ଅଧିକ ହତ୍ୟା କରେ, ତେବେ ମୁଁ ପାପର ଭାଗୀ ହେବି ।