Jāmadagnya-Rāmasya Tapaścaraṇam
The Austerities of Rama Jamadagnya
मातापितृसुतादीनां भरणायैव केवलम् / क्रियते प्राणिहननं निजधर्मतया मया
mātāpitṛsutādīnāṃ bharaṇāyaiva kevalam / kriyate prāṇihananaṃ nijadharmatayā mayā
କେବଳ ମାତା, ପିତା ଓ ସନ୍ତାନମାନଙ୍କ ଭରଣପୋଷଣ ପାଇଁ ମୁଁ ନିଜ ଧର୍ମ ଅନୁସାରେ ପ୍ରାଣୀହତ୍ୟା କରୁଅଛି ।