Jāmadagnya-Rāmasya Tapaścaraṇam
The Austerities of Rama Jamadagnya
ब्रह्महत्याभिभूतेन प्रायस्त्वं शंभुना द्विज / उपदिष्टो ऽसि तत्कर्तुं नोचेदेवं कथं कृथाः
brahmahatyābhibhūtena prāyastvaṃ śaṃbhunā dvija / upadiṣṭo 'si tatkartuṃ nocedevaṃ kathaṃ kṛthāḥ
ହେ ଦ୍ୱିଜ ! ବ୍ରହ୍ମହତ୍ୟା ପାପରେ ଅଭିଭୂତ ଶମ୍ଭୁ ବୋଧହୁଏ ତୁମ୍ଭକୁ ଏହା କରିବାକୁ ଉପଦେଶ ଦେଇଛନ୍ତି; ନଚେତ୍ ତୁମ୍ଭେ ଏପରି କାର୍ଯ୍ୟ କିପରି କରିଥାନ୍ତ ?