रामस्य हिमवद्गमनम्
Rama’s Journey to Himavat
ततो गुरुनियोगेन तदुक्तेनैव वर्त्मना / हिमवन्तं गिरिवरं ययौ रामो महामनाः
tato guruniyogena taduktenaiva vartmanā / himavantaṃ girivaraṃ yayau rāmo mahāmanāḥ
ତାପରେ ଗୁରୁଙ୍କ ନିୟୋଗରେ, ଗୁରୁ କହିଥିବା ସେଇ ପଥରେ, ମହାମନା ରାମ ଶ୍ରେଷ୍ଠ ପର୍ବତ ହିମବାନଙ୍କୁ ଯାତ୍ରା କଲେ।