रामस्य हिमवद्गमनम्
Rama’s Journey to Himavat
कदंबनिंबहिन्तालसर्जबेधूकतिन्दुकैः / कपित्थपनसाशोकसहकारेगुदाशनैः
kadaṃbaniṃbahintālasarjabedhūkatindukaiḥ / kapitthapanasāśokasahakāregudāśanaiḥ
କଦମ୍ବ, ନିମ୍ବ, ହିନ୍ତାଳ, ସର୍ଜ, ବେଧୂକ, ତିନ୍ଦୁକ, କପିତ୍ଥ, ପନସ, ଅଶୋକ, ସହକାର (ଆମ୍ବ) ଓ ଏଗୁଦ ଗଛରେ ସେଇ ବନ ପୂର୍ଣ୍ଣ ଥିଲା।