रामस्य हिमवद्गमनम्
Rama’s Journey to Himavat
बृंहितश्रवणामर्षान्मातं गानभिधावताम् / सिंहानां चरणक्षुण्णनखभिन्नोपरं क्वचित्
bṛṃhitaśravaṇāmarṣānmātaṃ gānabhidhāvatām / siṃhānāṃ caraṇakṣuṇṇanakhabhinnoparaṃ kvacit
କେଉଁଠି ଗର୍ଜନ ଶୁଣି କ୍ରୋଧେ ଉନ୍ମତ୍ତ ହୋଇ ଧାଉଥିବା ସିଂହମାନଙ୍କ ପାଦାଘାତରେ ଶିଳା ଚାପି ଚୁର୍ଣ୍ଣ ହେଉଥିଲା, ନଖରେ ଉପର ଶିଳା ଫାଟୁଥିଲା।