केनायुर् लभते दीर्घं कर्मणा पुरुषः प्रभो तपसा वापि देवेश केनायुर् लभते महत् //
ଯେ ନର ଶ୍ରଦ୍ଧାରେ ନିତ୍ୟ ଏହାକୁ ଶୁଣେ କିମ୍ବା ପଢ଼େ, ତାହାର ପାପ କ୍ଷୟ ହୁଏ; ଆୟୁ ଓ କୀର୍ତ୍ତି ବୃଦ୍ଧି ପାଏ।