अध्याय ८२ — केशवप्रयाणे निमित्तदर्शनम्
Omens and Reception During Keśava’s Departure
अतश्रेदवन्यथा कर्ता धार्तराष्ट्रोडनुपायवित् । अन्तं नूनं करिष्यामि क्षत्रियाणां जनार्दन
ଜନାର୍ଦ୍ଦନ! ଯଦି ଉପାୟ ନଜାଣୁଥିବା ଧୃତରାଷ୍ଟ୍ରପୁତ୍ର ଦୁର୍ଯ୍ୟୋଧନ ଏହାର ବିପରୀତ ଆଚରଣ କରେ, ତେବେ ତାହାର ପକ୍ଷରେ ଆସିଥିବା ସମସ୍ତ କ୍ଷତ୍ରିୟଙ୍କର ମୁଁ ନିଶ୍ଚୟ ଅନ୍ତ କରିଦେବି।
युधिष्ठिर उवाच