अम्बाया रामजामदग्न्यशरणगमनम्
Ambā Seeks Refuge with Rāma Jāmadagnya
यदि सौभपतिर्भद्रे नियोक्तव्यो मतस्तव । नियोक्ष्यति महात्मा स रामस्त्वद्धितकाम्यया
ଭଦ୍ରେ! ଯଦି ତୋର ମତ ଏହି ଯେ ସୌଭପତି ଶାଲ୍ୱରାଜଙ୍କୁ ହିଁ ବିବାହ ପାଇଁ ବାଧ୍ୟ କରିବା ଉଚିତ, ତେବେ ମହାତ୍ମା ରାମ (ପରଶୁରାମ) ତୋର ହିତକାମନାରେ ଶାଲ୍ୱରାଜଙ୍କୁ ନିଶ୍ଚୟ ଏହି କାର୍ଯ୍ୟରେ ନିଯୁକ୍ତ କରିବେ।
अकृतव्रण उवाच