अम्बा-शाल्वसंवादः | Amba’s Appeal to Śālva and His Refusal
ततो<हं भरतश्रेष्ठ प्रतिज्ञां परिपालयन् । चित्राड्दं भ्रातरं वै महाराज्ये5 भ्यषेचयम्
ତେବେ, ଭରତଶ୍ରେଷ୍ଠ! ନିଜ ପ୍ରତିଜ୍ଞା ପାଳନ କରି ମୁଁ ମୋ ଭାଇ ଚିତ୍ରାଙ୍ଗଦଙ୍କୁ ଏହି ମହାରାଜ୍ୟରେ ଅଭିଷେକ କରି ସିଂହାସନାରୋହଣ କରାଇଲି।
भीष्म उवाच