उद्योगपर्व — अध्याय १३५: कुन्त्याः कृष्णं प्रति संदेशः
Kuntī’s Message to Kṛṣṇa
जयो नामेतिहासो<यं श्रोतव्यो विजिगीषुणा । महीं विजययते क्षिप्रं श्रुत्वा शत्रृंक्ष मर्दति
ଏହା ‘ଜୟ’ ନାମକ ଇତିହାସ। ବିଜୟ ଇଚ୍ଛା କରୁଥିବା ପୁରୁଷ ଏହା ଶୁଣିବା ଉଚିତ। ଏହା ଶୁଣି ଯୁଦ୍ଧକୁ ଯାଉଥିବା ରାଜା ଶୀଘ୍ର ପୃଥିବୀରେ ବିଜୟ ପାଏ ଏବଂ ଶତ୍ରୁମାନଙ୍କୁ ମର୍ଦ୍ଦନ କରେ।
पुत्र उवाच