उद्योगपर्व — गान्धारी-उपदेशः
Udyoga Parva — Gandhārī’s Counsel to Duryodhana
कथं च ज्ञातयस्तात श्रेयांस: साधुसम्मता: । अथान्याय्यमुपस्थातुं जिहोनाजिदह्यचारिण:
ତାତ! ଯେମାନେ ସଦା ସରଳ ଆଚରଣ କରନ୍ତି ଏବଂ ସାଧୁଜନଙ୍କ ଦ୍ୱାରା ସମ୍ମତ, ସେଇ ତୋର ଶ୍ରେଷ୍ଠ ଜ୍ଞାତି ପାଣ୍ଡବମାନେ ତୋ ପରି କପଟ ସହ ଅନ୍ୟାୟ ଦ୍ୟୂତ ପାଇଁ କିପରି ଉପସ୍ଥିତ ହେବେ?
वैशम्पायन उवाच