उद्योगपर्व — गान्धारी-उपदेशः
Udyoga Parva — Gandhārī’s Counsel to Duryodhana
यच्चैभ्यो याचमानेभ्य: पित्र्यमंशं न दित्ससि । तच्च पाप प्रदातासि भ्रष्टैश्नर्यो निपातित:
ପାପାତ୍ମନ୍! ପାଣ୍ଡବମାନେ ଯାଚନା କଲେ ତୁମେ ସେମାନଙ୍କୁ ପୈତୃକ ଅଂଶ ଦେବାକୁ ଚାହୁଁନାହ; କିନ୍ତୁ ରଣଭୂମିରେ ପତିତ ହୋଇ ଐଶ୍ୱର୍ଯ୍ୟଚ୍ୟୁତ ହେଲେ ସେଇ ଅଂଶ ତୁମକୁ ଦେବାକୁ ପଡିବ।
वैशम्पायन उवाच