Udyoga-parva Adhyāya 123 — Bhīṣma–Droṇa–Vidura Upadeśa to Duryodhana
Keśava-vākya aftermath
गान्धार्याश्व हृषीकेश विदुरस्थ च धीमत: । अन््येषां चैव सुद्ददां भीष्मादीनां हितैषिणाम्
ହେ ହୃଷୀକେଶ! ସେ ଗାନ୍ଧାରୀ, ଧୀମାନ୍ ବିଦୁର ଏବଂ ହିତେଷୀ ଭୀଷ୍ମ ଆଦି ଅନ୍ୟ ସୁହୃଦମାନଙ୍କ କଥା ମଧ୍ୟ ଶୁଣେ ନାହିଁ।
वैशम्पायन उवाच